Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Bhuyan

Others

2  

Subhashree Bhuyan

Others

ଶୁଭଶ୍ରୀ ଓ ତାର କଳ୍ପନା

ଶୁଭଶ୍ରୀ ଓ ତାର କଳ୍ପନା

1 min
6.8K


ନା'ଟି ମୋର ଶୁଭଶ୍ରୀ

ଆଖିରେ ଅଛି ଆଶା ଅଶୁମାରି

କଳ୍ପନା ସହରରେ ବୁଲୁଚି ମୁଁ ଲୁଚି

ଭାବୁଛି ସପନ ଭାଙ୍ଗି ନଯାଉ

ନହେଲେ କନ୍ଦିବି ବସି ।

ସପନ ସହରରେ ଦିଏ ଯେଵେ ପାଦ ଥାପି

ଆଖି ଆଗରେ ନାଚେ ମୋ ଦେଶର ପ୍ରତିଛବି

ଯଦି ମୋ ଦେଶ ହୋଇଥାନ୍ତା ସପନ ସହର

ନାରୀ ମାନେ କାଇଁ ହଉଥାନ୍ତେ ହତାଦର

ପାଉଥାନ୍ତେ ପ୍ରତିଟି ସ୍ଥାନରେ ସେନେହ ଆଦର ।।

ସାପନ ସହର ରଜା କରେ ସେବା ଜନତାର

କିନ୍ତୁ ଏଠି ଗଣତନ୍ତ୍ର ଯୋଗୁ ଜନତା ହୁଏ ହତାଦର

ଆରେ ଏଠି ଗରିବୀ ବେକାରୀ ଅଛି ବୋଲି ଏଠି

ଗଣତନ୍ତ୍ର ଶାସକ ଶାସନ କରେ ଜୋର

ଯଦି ଭୋଟ ଖଣ୍ଡେ ଦେବୁ କୀ ହୋଇଯିବଆମର ।।।

ସ୍ଵାଧୀନ ପ୍ରଜା ଆମେ

କରିବୁ ନିଜ ମନ ଅନୁଯାୟୀ କାମ

ଗଣତନ୍ତ୍ର ଯୋଗୁ କେତେ ବଂଚେ ଜୀବନ

ପୁଣି ଗଣତନ୍ତ୍ର ଯୋଗୁ ଲୋକେ ହୁଅନ୍ତି ହୀନିମାନ

ସବୁରି ମୁଳରେ ସ୍ୱାର୍ଥ କି ହେବ ପୁଣ

ଶୁଭଶ୍ରୀ, ମୋ କଳ୍ପନା ଓ ଦେଶ


Rate this content
Log in