Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gitanjali Pujapanda

Romance Inspirational

3  

Gitanjali Pujapanda

Romance Inspirational

ଶୁଭ ବିବାହ

ଶୁଭ ବିବାହ

1 min
257


ଓଃ ଶ୍ରୀ ଗଣେଶଃୟ ନମଃ

ଶୁଭ ବିବାହ ଆଜିର ଲଗ୍ନରେ ବଡ଼ ଦେଉଳରେ

କନ୍ୟା ହେଲେ ରତ୍ନାକର ଦୁଲଣି ଦେବୀ ମହଲକ୍ଷ୍ମୀବର ବେଶେ ଆଜି ରାଜଧିରାଜ ବ୍ରାହ୍ମଣ୍ଡ ରାଜା କଳିଆ ସାଆନ୍ତ

ଗୋରୀ କନ୍ୟାକୁ କଳାବର

ଆହା ତାର ଶୋଭା ଅତି ମନୋହର

ଧନ,ପ୍ରାଚୁର୍ଯ୍ୟ ,ବୈଭାବର ରାଣୀଙ୍କର ଆଜି ଅପରୂପ ଶୋଭା

ତାକୁ ମୁଁ ଅଧମ କି ବା ଉପମା ଦେବି,

ଦର୍ଶନର ଅଭିଲାଷୀ

ଆଜି ସବୁ ଦେବା ଦେବୀ ,ଯକ୍ଷ ରକ୍ଷ, ନର କିନ୍ନର ।

ସଭିଙ୍କର ହୃଦୟ ଆଜି ଭକ୍ତିରେ ବିଭୋର,

ଆଖିରୁ ଝରେ ଝର ଝର ଅମୃତ ଧାରା

ସେ ଧାରାରେ ସରି ଯାଉ ସକଳ କଷ୍ଟ, ଦୁଃଖ ,ଯନ୍ତ୍ରଣା ମହାପ୍ରଭୁ ମହାରାଣୀଙ୍କର ପାଦ ତଳେ ଏତିକି ପ୍ରାର୍ଥନା

ଜୟ ଜୟ ଜଗନ୍ନାଥ ସୂର୍ଯ୍ୟ ବଂଶ ସମୁଭଵ

ରୁକ୍ମିଣୀ ପତି ଦେବେଶ ଶେଷ ଛାତ୍ର ସୁଶୋଭିତଃ

ଆଂ ଜନେ ୟ ପ୍ରିୟ ଶାନ୍ତଃ ରାମ ଊପି ସୁବନ୍ଦୀତଃ          

କୁର୍ବନ୍ତୁ ମଙ୍ଗଳମ କ୍ଷେତ୍ରରେ ଭକ୍ତନାଂ ପ୍ରିୟବାଦିନାଂ ।

                



Rate this content
Log in