Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Others

2  

Manoj kumar Maharana

Others

ସହରର ଚିନି....

ସହରର ଚିନି....

1 min
128


ସହରର ଚିନି

ବେସ୍ ମିଠା

ଖୁବ୍ ଗୋରା ବି ,

ତଥାପି କିଏ ଖାଉଛି ?

ମୋ ଭାଇ ଡାକ୍ତର ଅଛନ୍ତି...

ସେ କହୁଥିଲେ

କୁଆଡେ ଡାଇବେଟିସ ହେଉଛି ବୋଲି ।

ଶୂନ୍ୟେ ଶୂନ୍ୟେ ଇନସ୍ୟୁଲିନ୍ କିଏ ନେଉଛି ।।

ତା ଛଡା ମୋ ପାଖରେ ବି ଟଙ୍କା ନାହିଁ ...

ଚିନିକୁ କିଣି ଚାଖିବାକୁ ,

ଆଉ ଔଷଧ କେମିତି କିଣିବି

ସବୁ ଔଷଧାଳୟ ର ତ

ତୁମେ ଦାମ ଜାଣିଥିବ !

ହେଲେ, ଚିନି ନ ଖାଇ

ଚିନିକୁ ଦେଖି ରହିଯିବା ଟା

କ'ଣ ବହୁତ ଭଲ ହେବନି ??

ନା କ'ଣ ଭାବୁଛ ???

'ମନ' ପରା

ମନେଇ ଜାଣିଲେ ହେଲା ।



Rate this content
Log in