STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଶ୍ରୀକୃଷ୍ଣ ଲୀଳା

ଶ୍ରୀକୃଷ୍ଣ ଲୀଳା

1 min
8



ଦେବକୀ କୋଳେ ଜନ୍ମ ହୋଇ

ଯଶୋଦା କୋଳେ ବଢିଥାଇ।୧

କି ମାୟା କଲ ଚକ୍ରଧର

କଂସ ରାଜାଙ୍କୁ ମାରିବାର।୨

ଜନ୍ମ କାଳରେ ପୁତନାକୁ

କ୍ଷୀର ସହିତ ଆୟୁଷକୁ।୩

ତା'ପରେ ଯେତେ ଆସିଥିଲେ

କଂସ ଅସୁର ମରିଗଲେ।୪

ଶ୍ରୀରାଧା ତୁମ ଆତ୍ମା ପରି 

ପିଛା କରିଲ ପ୍ରେମ କରି।୫

ସ୍ୱର୍ଗୀୟ ପ୍ରେମ ପ୍ରୀତି ଭରେ

ଗୋପର ଯେତେ ନାରୀ ଥିଲେ।୬

ଭଲ ପାଇଲ ଅସରନ୍ତି

ଇନ୍ଦ୍ର କୋପରୁ ରଖିଛନ୍ତି।୭

ଯମୁନା ନଦୀ କୂଳେ ଯାଇ

କାଳୀୟ ନାଗକୁ ଦଳଇ।୮

ଗୋପ ବାସୀଙ୍କୁ ଯମୁନାର

ପାଣି କରାଇ ବ୍ୟବହାର।୯

ଶ୍ରୀରାଧା ଗୋପ ନାରୀଙ୍କର

ଜୀବନ ନନ୍ଦ ହେ କୁମର।୧୦

ଶ୍ରୀକୃଷ୍ଣ ଲୀଳା ଯେ ପଢ଼ିବ

ପାପ ହୃଦରୁ ଚାଲିଯିବ।୧୧

 


Rate this content
Log in