Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Suresh chandra Padhy

Classics

2  

Suresh chandra Padhy

Classics

ଶ୍ରୀ ରାଧେ

ଶ୍ରୀ ରାଧେ

1 min
76



ତୁମରି ଶ୍ରୀ ଚରଣେ ଶରଣ ଦିଅ

ବୃନ୍ଦାବନ ଧାମ କୁ ଥରେ ଡାକି ନିଅ

ତୁମ ନାମ ନେଲେ ମନ ଶାନ୍ତି ପାଏ

ତୁମ ଦର୍ଶନ ରେ ସବୁ ମିଳି ଯାଏ

ତୁମେ ଏକା ବାଧା କୁ ଦେବ ଦୁରେଇ

ରଖିବ ପଣତେ ଆମକୁ ଘୋଡେଇ

ତୁମରି ଚରଣର ଦରସନ ଦିଅ

ଭଵ ସଗରରୁ ପାରି କରିନିଅ(୧)


ବ୍ରଜଧାମ ରେ ତୁମ ନାମ ତ ଶୁଭୁଛି

 ତରୁ ଲତା ସବୁ ତୁମକୁ ଝୁରୁଛି

ଶ୍ରୀ କୃଷ୍ଣ ଙ୍କ ଶକ୍ତି ତୁମେ ରାଧା ରାଣୀ

ମହା ସତୀ ତୁମେ ବ୍ରଜ ଗୋପାଳୁଣୀ 

ତୁମରି ଚରଣ ତଳେ ଜାଗା ଟିକେ ଦିଅ

ଆପଣାର କରି ଭକତକୁ ନିଅ(୨)


Rate this content
Log in