ଶିଶୁ ଦିବସ
ଶିଶୁ ଦିବସ


ଚାଚାଙ୍କର ଆଜି ଜନମ ଦିନ
ପ୍ରଥମ ପ୍ରଧାନ ମନ୍ତ୍ରୀ ଥିଲେ ସେଦିନ
ପକେଟରେ ରଖି ଗୋଲାପ
ପିଲାଙ୍କୁ ଭଲ ପାଉଥିଲ ଜାଣେ ଗୋଲକ
ନାରୀ ଶିକ୍ଷାକୁ ଦେଇ ପ୍ରାଧାନ୍ୟ
ଇନ୍ଦିରାଙ୍କୁ କଲ ସ୍ୱନାମଧନ୍ୟ
ପିଲାଏ ଅଟନ୍ତି ଚାବି ଖୋଲିବାକୁ କୋଲପ
ଶିଶୁ ଆଜି ଯିଏ ବଡ଼ ହେବ ସିଏ
ରଖିବ ଜାତିର ଟେକ ହେବ ମହାନାୟକ
ଜବାହର ଲାଲ ନେହେରୁ
ଦେଇଥିଲ ବାର୍ତ୍ତା ଲିଭିଗଲା ଆଲୋକ ସତ୍ତା
ଗାନ୍ଧୀ ଚାଲିଗଲେ ଯେ ଦିନ
ତିନି ମାଙ୍କଡ଼ଙ୍କ ସୁରକ୍ଷା ଭିତ୍ତିରେ
ରଖିଲ ଗାନ୍ଧୀଙ୍କ ସମ୍ମାନ
ପିଲାଏ ଶିଖନ୍ତି ଗୁରୁଜ୍ଞାନ
ଆଜି ଶିଶୁ ଦିବସରେ ପ୍ରଣାମ ଘେନ
ଦେଶ ମାତୃକାର ସୁରକ୍ଷା ପାଇଁ ଶିଶୁ ପ୍ରାଣ ମନ
ତୁମ ଆଦର୍ଶରେ ହେବୁ ଯବାନ
ଦେଶ ମାତୃକାର ସୁରକ୍ଷା ପାଇଁ ଦେଇଦେବୁ ଜୀବନ
ଆଜିର ଶିଶୁ କାଲିର କର୍ଣ୍ଣଧାର
କଞ୍ଚାମାଟି ପିଣ୍ଡୁଳା ଶିଶୁଏ ଅଜ୍ଞାନ
ଚାଚା ନେହେରୁଙ୍କଠୁଁ ସ୍ନେହ ଶ୍ରଦ୍ଧା ପାଇ
ଫେରାଇ ଆଣିବେ ସୁଦିନ
ନଥାନ୍ତୁ ସ୍ଵଶରୀରେ ଚାଚା
ମନେପକାଇବୁ ତାଙ୍କ ଅନ୍ତର ଶ୍ରଦ୍ଧା ସୁମନ
ଶିଶୁଙ୍କ ପାଇଁ କାନ୍ଦୁଥିଲା ତାଙ୍କ ପ୍ରାଣ
ରଖିବୁ ଚାଚାଙ୍କ ସମ୍ମାନ ସେହି କଥା ସୁମରିଣ
ଚାଚାଙ୍କର ଆଜି ଜନମ ଦିନ
ପ୍ରଥମ ପ୍ରଧାନ ମନ୍ତ୍ରୀ ଥିଲେ ସେଦିନ
ପକେଟରେ ରଖି ଗୋଲାପ
ପିଲାଙ୍କୁ ଭଲ ପାଉଥିଲ ଜାଣେ ଗୋଲକ
ନାରୀ ଶିକ୍ଷାକୁ ଦେଇ ପ୍ରାଧାନ୍ୟ
ଇନ୍ଦିରାଙ୍କୁ କଲ ସ୍ୱନାମଧନ୍ୟ
ପିଲାଏ ଅଟନ୍ତି ଚାବି ଖୋଲିବାକୁ କୋଲପ
ଶିଶୁ ଆଜି ଯିଏ ବଡ଼ ହେବ ସିଏ
ରଖିବ ଜାତିର ଟେକ ହେବ ମହାନାୟକ
ଜବାହର ଲାଲ ନେହେରୁ
ଦେଇଥିଲ ବାର୍ତ୍ତା ଲିଭିଗଲା ଆଲୋକ ସତ୍ତା
ଗାନ୍ଧୀ ଚାଲିଗଲେ ଯେ ଦିନ
ତିନି ମାଙ୍କଡ଼ଙ୍କ ସୁରକ୍ଷା ଭିତ୍ତିରେ
ରଖିଲ ଗାନ୍ଧୀଙ୍କ ସମ୍ମାନ
ପିଲାଏ ଶିଖନ୍ତି ଗୁରୁଜ୍ଞାନ
ଆଜି ଶିଶୁ ଦିବସରେ ପ୍ରଣାମ ଘେନ
ଦେଶ ମାତୃକାର ସୁରକ୍ଷା ପାଇଁ ଶିଶୁ ପ୍ରାଣ ମନ
ତୁମ ଆଦର୍ଶରେ ହେବୁ ଯବାନ
ଦେଶ ମାତୃକାର ସୁରକ୍ଷା ପାଇଁ ଦେଇଦେବୁ ଜୀବନ
ଆଜିର ଶିଶୁ କାଲିର କର୍ଣ୍ଣଧାର
କଞ୍ଚାମାଟି ପିଣ୍ଡୁଳା ଶିଶୁଏ ଅଜ୍ଞାନ
ଚାଚା ନେହେରୁଙ୍କଠୁଁ ସ୍ନେହ ଶ୍ରଦ୍ଧା ପାଇ
ଫେରାଇ ଆଣିବେ ସୁଦିନ
ନଥାନ୍ତୁ ସ୍ଵଶରୀରେ ଚାଚା
ମନେପକାଇବୁ ତାଙ୍କ ଅନ୍ତର ଶ୍ରଦ୍ଧା ସୁମନ
ଶିଶୁଙ୍କ ପାଇଁ କାନ୍ଦୁଥିଲା ତାଙ୍କ ପ୍ରାଣ
ରଖିବୁ ଚାଚାଙ୍କ ସମ୍ମାନ ସେହି କଥା ସୁମରିଣ ।।