Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

3  

Kumarlal Rana

Others

ଶିକ୍ଷକ

ଶିକ୍ଷକ

1 min
215


କିଛି ଦୁଇ ପଦ ଶିଖରେ କୁମର

ଭରି ଥାଉ ତୋର ଜ୍ଞାନ l

ମାତାର ବଚନ ଦୁଇ ପଦ ଘେନ

ଜ୍ଞାନ କର ଅରଜନ l

ଯାହା ଠାରୁ ଆମେ ଜ୍ଞାନ ପଦ ଲଭୁ 

         ଚିତ୍ତ ଶୁଦ୍ଧି ଜ୍ଞାନ ଗୁଣେ 

ତାହାକୁ ସଂସାରେ ଗୁରୁ ଶିକ୍ଷା ଦାତା

      ବୋଲି କହିଥାଉ ମନେ l

ଯାହା ଶିକ୍ଷା ଦେବେ ଗୁରୁ ତୋ ଶିକ୍ଷକ

     ତାହା ତୋର ହୃଦେ ଭର l

ଗୁରୁଙ୍କ କଥାକୁ ବିଶ୍ୱାସେ ରକ୍ଷିଣ

     ଜ୍ଞାନକୁ କର ଅମର l

ଏ ମୋର କଥାଟି ଉଦବୋଧନ କଥା

    ମନରେ ଗୁନ୍ଥି କି ଧର l

ଗୁରୁଙ୍କ ଆଶ୍ରୟ ନେଲେ ତୁ ପାଇବୁ

    ଅକ୍ଷୟ ଶିକ୍ଷା ସମ୍ଭାର l



Rate this content
Log in