Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance

3  

Satyanarayan Sahoo

Romance

ଶିବ ବନ୍ଦନା

ଶିବ ବନ୍ଦନା

1 min
182


ନମସ୍ତେ ନମସ୍ତେ ହର ଆହେ ଆଶୁତୋଷ

ତୁମ ପୂଜା ପାଇଁ ଆଜି କରୁଛୁ ଉପ।ସ ।


କ୍ଷୀର  ଦୁଧ  ବେଲ ପତ୍ର କଦଳୀ ନଡ଼ିଆ

ପୂଜା ସମ୍ଭାର କୁ ଧରି ମନ୍ଦିରେ ମୁଣ୍ଡିଆ ।


ମାରୁ ଅଛୁ ବର ଦିଅ ବାବା ଭୂତନାଥ

ବୃଷଭ ବାହନ ଶିବ  ପ୍ରଭୁ ଭୋଳାନାଥ ।


ଗଞ୍ଜେଇ ଖିଆ ହେ ପ୍ରଭୁ ଆହେ କୃତିବାସ

ଗଞ୍ଜେଇ ଅଫିମ ଦେଇ କରଇ ବିଶ୍ୱାସ ।


ବର ଦିଅ ମାହା ପ୍ରଭୁ ଆହେ ଯୋଗୀଶ୍ୱର

ନମୋ ନମୋ ହେ  ପାର୍ବତୀ ନାଥ କୃପା କର ।


ନାଶି ଦିଅ ଦୁଃଖ ଶୋକ ସନ୍ତ।ପ ହତାଶା

ପୂଜା ଦେଇ ପୂଜୁ ଅଛି ପୁରାଅ ମୋ ଆଶା ।


ଭରସା କରୁଛି ଆହେ ପ୍ରଭୁ ଆଶୁତୋଷ

ବର ଦିଅ ବାବା କେବେ ନ କର ନିରାଶ ।



Rate this content
Log in

Similar oriya poem from Romance