The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Manoj Maharana

Inspirational

2  

Manoj Maharana

Inspirational

ସେଇ କି' ଶରୀର

ସେଇ କି' ଶରୀର

1 min
172


ସେଇ କି' ଶରୀର,

ଯେଉଁ ଶରୀରରେ ହୃଦୟ ନାହିଁ।

ସେଇ କି' ହୃଦୟ

ଯେଉଁ ହୃଦୟରେ ପ୍ରଣୟ ନାହିଁ।

ସେଇ କି' ପ୍ରଣୟ

ଯେଉଁ ପ୍ରଣୟରେ ଉତ୍ସର୍ଗ ନାହିଁ।

ସେଇ କି ଉତ୍ସର୍ଗ

ଯେଉଁ ଉତ୍ସର୍ଗରେ ଆନନ୍ଦ ନାହିଁ ।


Rate this content
Log in

More oriya poem from Manoj Maharana

Similar oriya poem from Inspirational