ସେ
ସେ


ମୋ ଜୀବନର ଆକାଶରେ
ସେ ଥିଲା
ପୂର୍ଣ୍ଣ ଚନ୍ଦ୍ରମା
ତାର ଶୀତଳ ଆଭା
ମୋ ଦେହର ପୃଷ୍ଠଭୂମିରେ
ଖେଳଉଥିଲା ଶିହରଣର ଜୁଆର ।।
ସେ ଜୁଆର ପୁଣି କେବେ
ଆଣୁଥିଲା
ସୁନାମୀର ତାଣ୍ଡବ
ଆଉ ମୁଁ ହୋଇଯାଉଥିଲି
ଅସ୍ତବ୍ୟସ୍ତ ବିପର୍ଯ୍ୟସ୍ତ ପ୍ରତିଥର ।।
ମୋ ଜୀବନର ଆକାଶରେ
ସେ ଥିଲା
ପୂର୍ଣ୍ଣ ଚନ୍ଦ୍ରମା
ତାର ଶୀତଳ ଆଭା
ମୋ ଦେହର ପୃଷ୍ଠଭୂମିରେ
ଖେଳଉଥିଲା ଶିହରଣର ଜୁଆର ।।
ସେ ଜୁଆର ପୁଣି କେବେ
ଆଣୁଥିଲା
ସୁନାମୀର ତାଣ୍ଡବ
ଆଉ ମୁଁ ହୋଇଯାଉଥିଲି
ଅସ୍ତବ୍ୟସ୍ତ ବିପର୍ଯ୍ୟସ୍ତ ପ୍ରତିଥର ।।