Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Romance

3  

Samar Ballav Bhoi

Romance

ସ୍ବପ୍ନ

ସ୍ବପ୍ନ

1 min
254


ସିଏ ମନଖୋଲି କହିପାରେ 

ସ୍ୱପ୍ନର ଖୋଲା ରଙ୍ଗମଞ୍ଚ ତଳେ

କାହା ପାଇଁ ଏ ସ୍ୱପ୍ନ ପୁରୀ

ମୋତେ ସେ ପଚାରେ।।


ସ୍ୱପ୍ନର ପରାଚୀ ଆକାଶେ 

ଆଶାର ରୂପ ଧରି

ପ୍ରଭାତର ସ୍ୱପ୍ନ ସୂର୍ଯ୍ୟ

ବିଛାଡି ଦିଏ ସୁନେଲି ରଶ୍ମି ରସେ।।


ସ୍ୱପ୍ନର କୁଆଁ ତାରା ପଡ଼ିଯାଏ ମଳିନ

ପ୍ରତ୍ୟୁଷର ରଙ୍ଗର ପରଶେ

ପୁଣି ପ୍ରସ୍ଫୁଟିତ ହୋଇଉଠେ

ପଡ଼ିଲେ ସ୍ୱପ୍ନ ସୂର୍ଯ୍ୟଙ୍କ ସୁନେଲି କିରଣ।।



Rate this content
Log in

Similar oriya poem from Romance