Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଅକ୍ଷୟ କୁମାର ବେହେରା

Classics

4.0  

ଅକ୍ଷୟ କୁମାର ବେହେରା

Classics

ସ୍ବାଧୀନତା

ସ୍ବାଧୀନତା

1 min
203


ଆମ ଦେଶ ଯେବେ ପରାଧୀନ ହୋଇ 

ଇଂରେଜ କବଳେ ଥିଲା,

କେତେ ଦୁଃଖ, କେତେ ଯାତନା କୁ ସହି 

ସେ ସମୟ ବିତୁଥିଲା ।


ମେଦିନୀ ଆକାଶ ଅତ୍ୟାଚାରେ ତାଙ୍କ 

ଥରହର କମ୍ପୁଥିଲା,

ଚାବୁକ ପ୍ରହାର ପୁଣି ଗୁଳି ମାଡ଼ 

ସହିବାକୁ ପଡୁଥିଲା ।


ସ୍ବାଧୀନ ପ୍ରେମୀ ଗାନ୍ଧୀ, ନେତାଜୀ, ନେହେରୁ

ହେଲେ ସବୁ ଏକତ୍ରିତ,

ଆନ୍ଦୋଳନ କରି ବିଜୟ ହୋଇଲେ

ଭାରତ ହୋଇଲା ମୁକ୍ତ ।


ଧୀର ଫରଫର ତ୍ରିରଙ୍ଗା ପତାକା

ଆମ ଦେଶରେ ଉଡ଼ିଲା,

ଉଣେଇଶ ଶହ ସତଚାଳିଶ ର

ଅଗଷ୍ଟ ପନ୍ଦର ଥିଲା ।


ନରହିଲା ଆଉ ପରାଧୀନ ଭୟ

ହେଲୁରେ ଆମେ ସ୍ବାଧୀନ,

ଆସ ଦେଶ ପାଇଁ ସଭିଏଁ ଲଢ଼ିବା

ଭାରତ ମାତା ସନ୍ତାନ ।


Rate this content
Log in