Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Inspirational

4.5  

Alaka Nanda

Inspirational

ସାମ୍ରାଜ୍ଯ

ସାମ୍ରାଜ୍ଯ

1 min
225


ନିଜେ ଜଳି ତୁମେ ଗଢିଲ ସାମ୍ରାଜ୍ଯ ,

ଶତ୍ରୁ ଙ୍କୁ ଘଉଡି ତୋଳିଲ ଏ ରାଜ୍ଯ। 

କେତେ ନୂଆ ଆନ୍ଦୋଳନ,ଅହିଂସା ର ନୀତି,

ଭରି ମନେ ପ୍ରଜାଙ୍କର ଅସହଯୋଗ ର ଶକ୍ତି।

କ୍ରାନ୍ତି ର ନୂଆରୂପ ,ମନେ ଦୃଢ ନିଶ୍ଚୟତା,

ପ୍ରତି ପ୍ରାଣେ ଢାଳି ଦେଲ ଶାନ୍ତି ର ବାର୍ତ୍ତା।

ସତ୍ୟ ଅହିଂସା ର ନାଦ ଶୁଭିଲା କାନରେ 

ନର ନାରୀ ଯୁବକ, ଯୁବତୀ ଘରୁ ବାହାରିଲେ। 

କେତେ ନିରୀହ ପ୍ରାଣୀ ଦେଲେ ବଳିଦାନ,

ସହୀଦ ହେଲା ଯେ କେତେ କେତେ ପ୍ରାଣ।

କଲ ଘର ଘର ବୁଲି ଜନତା ଏକାଠି ,

ପିଠି ରେ ଖାଇଲ ମାଡ ସମସ୍ତେ ଏକାଠି।


ସ୍ଵାଧୀନତା ସଂଗ୍ରାମେ ହାରି ତ ନ ଥିଲ,

ଫିରିଙ୍ଗି ଶାସନ ର ଅନ୍ତ କରିଥିଲ।

ଗୁଳିମାଡ ଖାଇ ତୁମ ଜୀବନ ହାରିଲ ,

ଅଦୃଶ୍ଯ ରଥ ରେ ବସି ସ୍ବର୍ଗ କୁ ଗଲ।

ତୁମ ପାଇଁ କାନ୍ଦେ ଆଜି ତୁମରି ସାମ୍ରାଜ୍ଯ, 

କରିଥିଲ ଯାହାକୁ ଏକ ସ୍ଵାଧୀନ ରାଇଜ।


 


Rate this content
Log in

Similar oriya poem from Inspirational