Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

LALITA MOHAN DASH

Abstract Romance Inspirational

3  

LALITA MOHAN DASH

Abstract Romance Inspirational

ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା

ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା

1 min
192



ସାଧାରଣତନ୍ତ୍ର ଦିବସରେ ଆଜି

ତ୍ରିରଙ୍ଗା ଉଡୁଛି ଗଗନରେ,

ଜାତି, ଧର୍ମ ଭୁଲି ଆସ ଭାରତୀୟ

ସମ୍ମାନ କର ତ୍ରିରଙ୍ଗାରେ ।

ଅନେକ ଧର୍ମ, ଅନେକ ଜାତିର

ଉର୍ଦ୍ଧ୍ବରେ ଉଡେ ଆମ ଧ୍ଵଜା,

ଭେଦଭାବ ଭୁଲି ସେ ତ୍ରିରଙ୍ଗା ତଳେ

ଆସରେ କରିବା ଦେଶ ପୂଜା ।

ସରଗଠୁ ବଳି ଏ ଦେଶ ଆମର

ଗାଇବା ସଦା ତା' ଜୟ ଗାଥା,

ଦେବ ଦୁର୍ଲ୍ଲଭ ଏଇ ପୂଣ୍ୟଭୂମି

ଉଚ୍ଚରେ ରଖିବା ତାର ମଥା ।



Rate this content
Log in