Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ସ୍ୱର୍ଗ

ସ୍ୱର୍ଗ

1 min
446


ସ୍ୱର୍ଗ ବେଶି ଦୂର ନୁହେଁ

ଏଇ ହାତ ପାନ୍ତାରେ

ସ୍ୱର୍ଗ ହୁଏ ପୂଣ୍ୟରେ

ସ୍ୱର୍ଗ ହୁଏ, କର୍ତ୍ତବ୍ୟରେ, କର୍ମରେ

ସ୍ୱର୍ଗ ମିଳେ, ଏହି ତ୍ୟାଗରେ, ପ୍ରେମରେ

ସ୍ୱର୍ଗ ମିଳେ

ନିଷ୍ଠାରେ, ସତ୍ୟରେ, ଧର୍ମରେ, ନ୍ୟାୟରେ

ଭାଙ୍ଗି ଯାଇଥିବା, ସ୍ୱପ୍ନ

ହଜି ଯାଇଥିବା ମନ

ବୁଝି ହେଉନଥିବା ଭାଷା

କହି ହେଉନଥିବା କଥା

ସବୁ ଯଦି ଏକା ସାଙ୍ଗରେ ହେଇ ଥାଏ

ସେଇ ମୁହୂର୍ତ୍ତରେ

ଗଢିବାକୁ ଇଚ୍ଛା ହୁଏ

ସ୍ୱର୍ଗଟିଏ 



Rate this content
Log in