Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational

3  

Chittaranjan Lenka

Inspirational

ସ୍ୱାର୍ଥ ଓ ଧର୍ମ

ସ୍ୱାର୍ଥ ଓ ଧର୍ମ

1 min
6.7K


କର ନାହିଁ କେବେ            ସ୍ୱାର୍ଥକୁ ସାରଥି

ଆଜି ନ ହେଲେ ବି କାଲି ମାରିବ,

ଅଥଳ ଜଳକୁ           ଠେଲି ଦେଇ ନିଜେ

ତା ମନ୍ଦ କାମରେ ଆଗେଇ ଯିବ


ସତ୍ୟ, ଧର୍ମ ଅଟେ             ଏମିତିକା ମିତ

ରଖିଥିବ ଯିଏ କରି ଆଦର,

ଆସୁ ପଛେ ଯେତେ          ଦୁଃଖ ଓ ବିପଦ

ଜଗିଥିବ ସଦା ହୋଇ ନିଜର


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in