STORYMIRROR

Alaka Nanda

Inspirational

4.0  

Alaka Nanda

Inspirational

ସ୍ୱାଧୀନତା

ସ୍ୱାଧୀନତା

1 min
129


ସେ ଥିଲେ ବାପୁ

ଦୁଇଶ ବରଷ ପରାଧୀନତାକୁ ଦେଶରୁ ହଟାଇବାକୁ,

ଇଂରେଜ ଶାସନ କବଳରୁ ମାକୁ ରଖ୍ୟା କରିବାକୁ ା

ପୋର ବନ୍ଦରର ଯୁବକ କରିଲା ଜୀବନରେ ଏକ ପଣ ,

ଦେଶରୁ ପୋଛିହ ଫିରଙ୍ଗୀ ଶାସନ ଦେଶକୁ କରି ସ୍ୱାଧୀନ ା

ସତ୍ୟ ଅହିଂସା ଅସହଯୋଗ କଲା ଜୀବନର ଭିତ୍ତି,

ଲଖ୍ୟ ଲଖ୍ୟ ଲୋକେ ପ୍ରାଣ ହରାଇଲେ ଦେଖାଇ ନିଜର ଛାତି ା

ଭାରତ ଛାଡ ଆନ୍ଦୋଳନରେ ଲଢିଲେ ଭାରତ ବାସୀ,

କ୍ରାନ୍ତିର ନାଦେ ମାଡି ତ ଚାଲିଲେ ପୁରା ଆମ ଦେଶବାସୀ ।

ପାରିଲେନି ରହି ଫିରଙ୍ଗୀ ସାଇବେ ଦେଶ ଛାଡି ଚାଲି ଗଲେ,

ନିଜ ଦେଶ ପାଇଁ ସ୍ୱାଧୀନତା ଆଣି ନିଜେ ସହୀଦ ହେଇଗଲେ ା



Rate this content
Log in

Similar oriya poem from Inspirational