Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Others

2  

Sunanda Mohanty

Abstract Others

ରକ୍ଷକ

ରକ୍ଷକ

1 min
85


ଚାରିଆଡେ ରଙ୍ଗର ମେଳ 

ନିଜ ଭିତରେ ରଙ୍ଗ ଖେଳ 

ହୋଲି ରେ ଆଣେ କୌତୁହଳ 

ଭାଇଚାରାରେ ହେବାକୁ ସଫଳ 

ତୋର ମୋର ଭାବ ଅସଫଳ 

ଜଗନ୍ନାଥ ଫେଡ଼ିବେ ଦୁଃଖ ସକଳ 

ଇନ୍ଦ୍ରଧନୁ ବି ଆକାଶରେ 

ପାଉନି ଥଳକୂଳ 

ଦେଖି ହୋଲି ର ସକାଳ 

ମୁହଁ ଲୁଚାଏ ବଉଦ ମାଳମାଳ 

ରଙ୍ଗ ପସରାରେ ରଖି ତାଳମେଳ 

ସବୁରି ମୁଖେ ଫୁଟେ ଶତଦଳ 

ଭିଡ଼ ଜମାଇବାରେ ମନା ବଡ଼ଦେଉଳ 

କରୋନା ରେ ଛୁଇଁବାକୁ ମନା 

କିଏ କରୁଛି ଘେନା 

ଘଣ୍ଟ ଘୋଡାଇ ରଖିବେ ଜଗନ୍ନାଥ 

ସକଳ ଉତ୍କଳ ।


Rate this content
Log in

Similar oriya poem from Abstract