Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

kamal kumar dash

Abstract Romance

3  

kamal kumar dash

Abstract Romance

ରଜରେ

ରଜରେ

1 min
210



ସତରେ ଫେରିଛ ରଜରେ ମୋ ଘରେ 

   ସପନ ଲାଗୁଛି ମୋତେ 

ବିଶ୍ୱାସ ମୋହର    ହେଉନାହିଁ ଆଜି 

    ଛୁଇଁ ଯାଅ ଥରେ ମୋତେ ।


ରଜ ପୋଡ଼ ପିଠା  ପାନ ଆଉ ମିଠା 

   ଘର ଆଜି ମହକୁଛି 

ଖୁସିର ଲହରି  ଚାରି ଆଡେ ଖାଲି 

     ତୁମ ସୁବାସେ ଭରିଛି ।


ରଜର ଖୁସିରେ   ତୁମେ ଖୁସି ଦେଖି 

     ଖୁସିରେ ହସୁଛି ଆଜି 

ତୁମ ପରଶରେ ମlନ ଅଭିମାନ 

     ଖୁସିରେ ଯାଇଛି ହଜି ।



Rate this content
Log in