ରିଂଗ୍ ଟୋନ୍....
ରିଂଗ୍ ଟୋନ୍....




ତୁମେ ରଖିଥିବା ରିଂଗ୍ ଟୋନ୍
ଆଜି ମଧ୍ୟ
ଯେଉଁଠି ବି ମାେ କାନରେ ପଡେ
ମୁଁ ପାଗଳ ପରି ଖୋଜିବୁଲେ
ତୁମେ ଅତୀତକୁ ଭୁଲି
ପୁଣି ଥରେ ଫେରିଆସିଛ ବୋଲି ମୋ ପାଖକୁ !!
ତୁମେ ରଖିଥିବା ରିଂଗ୍ ଟୋନ୍
ଆଜି ମଧ୍ୟ
ଯେଉଁଠି ବି ମାେ କାନରେ ପଡେ
ମୁଁ ପାଗଳ ପରି ଖୋଜିବୁଲେ
ତୁମେ ଅତୀତକୁ ଭୁଲି
ପୁଣି ଥରେ ଫେରିଆସିଛ ବୋଲି ମୋ ପାଖକୁ !!