Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gitanjali Pujapanda

Romance Tragedy

3  

Gitanjali Pujapanda

Romance Tragedy

ରହିଯାଅ ଏହି କ୍ଷଣ ଏଠି

ରହିଯାଅ ଏହି କ୍ଷଣ ଏଠି

1 min
158


ରହି ଯାଅ ଏହି କ୍ଷଣ ଏଠି

ମୋ ହୃଦୟର ପ୍ରତିଟି ସ୍ପନ୍ଦନ 

ତୁମ କୁ ଖୋଜୁଛି।

କିଛି କଥା କିଛି ହସର ଚିତ୍ର 

ତୁମକୁ ପାଖରେ ପାଇ ଓଠ

ରେ ଲାଖି ଯାଉଛି !

କହିଲି ଅନୁରୋଧ କଲି ତୁମ 

କୁ ହେଲେ ତୁମେ ସେହି ଅମାନିଆ 

ପ୍ରେମିକା ଯିଏ ପ୍ରେମିକ ଆଖିରେ 

ଲୁହକୁ ଦେଖିଲେ ଖୁସି ହେଇଯାଏ।

ତାକୁ ବୋଧେ ଏହି ଲୁହରୁ ଭଲପାଇବାର

ପ୍ରମାଣ ମିଳିଯାଏ ତା"ପରେ ସେହି 

ଅନୁଭୂତିକୁ ନେଇ ରହିବାକୁ ଭଲଲାଗେ 

ତାକୁ ଏକା ଏକା !ପ୍ରେମକୁ ବୋଧେ ବୁଝିବା 

ପାଇଁ ହୃଦୟକୁ ହୃଦୟରେ ମିଶେଇବା 

ପାଇଁ କିଛି ସମୟର ଆବଶ୍ୟକତା !

ପ୍ରତିଟି ମୁହୂର୍ତ୍ତରର ଅନୁକ୍ଷଣ ପରେ

ତୁମକୁ କହୁଛି ରହି ଯାଅ ଏହି କ୍ଷଣ ଏଠି

ତୁମ ବିନା ବଞ୍ଚିବା ଅସମ୍ଭବ ସବୁଠି !

ମୋର ପ୍ରତିଟି ନିଶ୍ୱାସ ତୁମକୁ କେବଳ

ତୁମକୁ ହିଁ ଖୋଜୁଛି ! ରହିଯାଅ ଏହି କ୍ଷଣ ଏଠି ।



Rate this content
Log in