Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Dani

Inspirational

3  

Bijay Dani

Inspirational

ରାମାଦର୍ଶ

ରାମାଦର୍ଶ

1 min
224



ତ୍ରେତୟା ଯୁଗରେ ରାମ ଅଵତାରେ

           ପିତା ସତ୍ୟେ ଗଲ ବନ,

ଲଙ୍କାରେ ରାବଣ ଵଧିଣ ଆପଣ

            ରାଜା କଲ ବିଭିଷଣ ।


ଏ କଳି ଯୁଗରେ ନିଜ ଜନ୍ମସ୍ଥାନେ

             କଲ ମନ୍ଦିର ନିର୍ମାଣ

ଭକ୍ତ ଭାଵ ଜାଣି ହୃଦୟ ମନ୍ଦିରେ

           ହେଉ ରାମାଦର୍ଶ ସ୍ଥାପନ ।


ରାମ କୃଷ୍ଣ ନାମ ଦିବସାଵଶାନେ

           ତୁଣ୍ଡେ ହେଉ ଉଚ୍ଚାରଣ

ଐକ୍ୟ ଭାବନା ସୃଷ୍ଟି ହେଉ ମନେ

         ଗାଅ ସର୍ବେ ଜୟ ହିନ୍ଦୁସ୍ଥାନ ।



Rate this content
Log in