Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy

3  

Brundabana Pradhan

Tragedy

ପୂର୍ବ ସ୍ୱାଧୀନତା

ପୂର୍ବ ସ୍ୱାଧୀନତା

1 min
190



ବାହାରକୁ ନ ଯିବା ପାଇଁ 

ସରକାରଙ୍କ ନିୟମ 

ମତେ ବାଧ୍ୟ କରୁଥିଲାବେଳେ 

ଅତି ଆପଣାର ଲୋକ ବି 

ହୁଏତ ଘୃଣା କରୁଥିବେ 

ବହୁ ସଚେତନ ହୋଇ ମୋ 

ସହିତ କଥାବାର୍ତ୍ତା କରଥିବା ବେଳେ

ମୋବାଇଲ ମୋ ଏକମାତ୍ର ସାହା 

ମୋ ଦୁଃଖର କଥା ଦୁଇପଦ 

ପହଞ୍ଚାଇ ଦେଉଛି ଅତିସହଜରେ 

ନିରୋଳାରେ ଏକା ଏକା 

ମୁକ୍ତ କୋଠରୀରେ ଆବଦ୍ଧ ହୋଇ

ଖୋଜୁଛି ତୁମକୁ 

ମୋ ପୂର୍ବ ସ୍ୱାଧୀନତାକୁ। 



Rate this content
Log in

Similar oriya poem from Tragedy