STORYMIRROR

Monalisha Panda

Inspirational Others

3  

Monalisha Panda

Inspirational Others

ପଥ ଅଛି ଅନେକ...

ପଥ ଅଛି ଅନେକ...

1 min
167


ପଥ ଅଛି ଅନେକ 

ହୋଇ ନ ଯାଅ ଭାବୁକ 

ବାଛିନିଅ ପଥ କୁ ଏକ 

ନ ଭାବି କଥା ଅନାବଶ୍ୟକ ।।


ସଂସାର ରଚିଛି ଏକ କୁହୁକ 

ସେ ମାୟା ଅଟେ ବଡ଼ କାଳ୍ପନିକ 

ମିଛ ମାୟା ର ଏକ ସବୁ ଲୋକ 

ପିଠି ପଛେ କୁହନ୍ତି କଥା ଅନେକ ।।


ସେ କଥା ନୁହେଁ ଆଶ୍ଚର୍ଯ୍ୟଜନକ 

ନ ଭାଙ୍ଗି ହୁଅ ନିଜେ ସାହାସିକ 

ଚାରି ପାର୍ଶ୍ଵ ସଞ୍ଚାର କର ଆଲୋକ ।।


Rate this content
Log in

Similar oriya poem from Inspirational