Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smrutirekha Acharya

Abstract

2.7  

Smrutirekha Acharya

Abstract

ପ୍ରତିକ୍ଷ୍ୟା

ପ୍ରତିକ୍ଷ୍ୟା

1 min
346


ଚାହିଁ ବସିଛି ମା

କେବେ ଫେରିବ ତା ଛୁଆ

ତା କୋଳକୁ ପରା

ଭରି ଦେବ ସେ ସ୍ନେହ ପସରା


ପଢା ପିଲା କରେ

ଛୁଟି ର ଅପେକ୍ଷା

ମଉଜ କରିବ ସେ

ନକରି ଚିନ୍ତା


ପାଠ ସରିଗଲା

ପ୍ରତୀକ୍ଷା ତ ଏବେ

ଚାକିରୀ ହେବ କେବେ

ଆରେ ସମୟ ଯେ ଗଡ଼ିଗଲା


ଚାଷୀ ଭାଇ ଆମ

ବରଷା କୁ ଚାହିଁ

ରହିଛି ଅନାଇ

କରିବାକୁ ଚାଷ

ଖୁସି ମନେ ଆଜି

ଯାଉଛି ଖେତ

ବହୁ ପ୍ରତୀକ୍ଷା ର ଅନ୍ତେ

ବରଷା ବରଷିବ


ଶୀତ ସକାଳ ରେ

ସୁରୁଜ ଆଶା ରେ

ବସନ୍ତି ବୁଢା ବୁଢ଼ୀ

ପାଇବାକୁ ଟିକେ ଉଷୁମ ତାତି


ପରୀକ୍ଷା ସରିଗଲା

କରିଥିଲି ବହୁ ପରିଶ୍ରମ

ଭାବେ ବସି ଛାତ୍ର

ଫଳ ବାହାରିବା ସମୟ ଆସିଲା


ଋତୁ ରାଜ ବସନ୍ତ ଆଗମନେ

ଖୁସି କେତେ ସଭିଏଁ

ଏତେ ଦିନ ପରେ

ଖରା ବର୍ଷା ଶୀତ କୋପେ କେହି ନଡ଼ରେ


Rate this content
Log in

Similar oriya poem from Abstract