ପ୍ରତୀକ୍ଷା
ପ୍ରତୀକ୍ଷା
1 min
505
ମୁଁ
ତୁମେ
ପ୍ରତୀକ୍ଷା ।
ଚଉଦିଗ
ଚହଟି ଯାଏ
ପାଇ ତୁମ ବାସ୍ନା ।
କହିଯାଏଟି
ମତୁଆଲା
ପିଆଲା
ତୁମେ
ଆସିବ
ଅନ୍ଧକାର
ବକ୍ଷକୁ ଚିରି
କରିଛି ମୁଁ
ପ୍ରତୀକ୍ଷା ।
ଅଭିନବ ପଟ୍ଟନାୟକ
ବୌଦ୍ଧ
