Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj Maharana

Abstract

3  

Manoj Maharana

Abstract

ପ୍ରଥମ ଦେଖାରେ

ପ୍ରଥମ ଦେଖାରେ

1 min
40


ପ୍ରଥମ ଦେଖାରେ ସେ..

ଏତେ ବି ଅବୁଝା ନ ଥିଲା,

ଯେତିକି ଅବୁଝା 

ଆଜି ସେ ହୋଇଯାଇଛି ।


ପ୍ରଥମ ଦେଖାରେ ସେ..

ଏତେ ବି ମିଛେଇ ନ ଥିଲା,

ଯେତିକି ମିଛେଇ 

ଆଜି ସେ ହୋଇଯାଇଛି ।


ପ୍ରଥମ ଦେଖାରେ ସେ..

ଏତେ ବି ନିଷ୍ଠୁର ନ ଥିଲା,

ଯେତିକି ନିଷ୍ଠୁର 

ଆଜି ସେ ହୋଇଯାଇଛି ।


ପ୍ରଥମ ଦେଖାରେ ସେ..

ଏତେ ବି ଖରାପ ନ ଥିଲା,

ଯେତିକି ଖରାପ

ଆଜି ସେ ହୋଇଯାଇଛି । 



Rate this content
Log in

Similar oriya poem from Abstract