Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Romance

3  

jagabandhu sahu

Romance

ପ୍ରଥମ ଦେଖା

ପ୍ରଥମ ଦେଖା

1 min
188


ଭିଡ ଭିତରେ ମୁଁ   ଦେଖିଲି ତୁମକୁ

    ଯେବେ ମୁଁ ପ୍ରଥମ ଥର

ଭଲ ପାଇଗଲି  ତୁମକୁ ଗୋ ପ୍ରିୟା

    ହୃଦୟେ ରଖିଲି ମୋର ॥


ଅଚିହ୍ନା ଅଜଣା  ଥିଲ ତୁମେ ସାଥି

     ହେଲ ପୁଣି ଆପଣାର

ସବାରୀ ଚଢିକି କେବେ ଗୋ ଆସିବ

    ହେବାକୁ ରାଣୀ ମୋହର ॥


ହାତ ତୁମ ଧରି   ଚାଲୁଥିବି ବାଟ

    କରିବିନି କେବେ ପର

ରହିଥିବ ସଦା  ହୃଦୟେ ମୋହର

   ତୋଳି ଗୋଟେ ପ୍ରେମ ଘର ॥


Rate this content
Log in

Similar oriya poem from Romance