Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shaikh mozahid mahatab

Inspirational Others

3  

shaikh mozahid mahatab

Inspirational Others

ପ୍ରକୃତି

ପ୍ରକୃତି

1 min
119


ପ୍ରକୃତି ବେଷୟେ କଣ ବା ଲେଖିବି

ଭାବିପରୁନି କିଛି,

ସୁନ୍ଦରତା ଠାରୁ ସୁଖ ଶାନ୍ତି ସବୁ

ଏହିଠାରେ ହିଁ ତ ଅଛି ।


ସୁଖ ଶାନ୍ତି ସିଏ ବାଣ୍ଟୀ ଦେଇଥାଏ

ସୁନ୍ଦରତା ଦିଏ ବୁଣି,

ନିଜ ସୁନ୍ଦରତା ପଇଁ ଯେ ପ୍ରକୃତି

ମନ ନେଇଥାଏ ଜିଣି ଲଲ


ବଞ୍ଚିବାକୁ ଦିଏ ଅନେକ ଜିନିଷ

ନିଃଶ୍ୱାସ କୁ ଦିୟେ ବାୟୁ,

ପ୍ରକୃତି ଉପରେ ନିର୍ଭର କରିକି

ବଡ଼ିଥାଏ ଆମ ଆୟୁ ।


ଘର ଆସବାବ ପତ୍ର ପାଇଁ ସିଏ

ଦିଏ ଯେ ଆମକୁ କାଠ,

ବାଉଁଶ ଗଛରୁ କାଗଜ ଯେ ଦିଏ

ଯେଉଁଥିରେ ପଢୁ ପାଠ ଲଲ


ପାହାଡ ପର୍ବତ ଆହାକି ସୁନ୍ଦର

ସୁନ୍ଦରତା ରେ ସେ ଭରା,

ଅନେକ ରୋଗ କୁ ମଣିଷ ମାନଙ୍କୁ

ଔଷଧ ଦିଅଇ ପରା ।


ସୁର୍ଯୋଦୟ ଆଉ ସୂର୍ଯ୍ୟାସ୍ତ ର ଦୃଶ୍ୟ

ଆହା କେତେ ମନଲୋଭା,

ସକାଳ ସୂର୍ଯ୍ୟ କୁ ରାତିର ଚନ୍ଦ୍ରମା

ଆକାଶ କୁ ଦିଏ ଶୋଭା ।।


Rate this content
Log in

Similar oriya poem from Inspirational