Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ASWINI DASH

Others

3  

ASWINI DASH

Others

ପ୍ରଜାପତିର ଡେଣା-୭

ପ୍ରଜାପତିର ଡେଣା-୭

1 min
7.0K


ଉଡିପାରିବୁ ତ !

ବିଶ୍ଵାସ ହେଉନି ।

ପକ୍ଷୀଙ୍କ ସହ ଉଡିବାର କ୍ଳାନ୍ତି

ଏବେ ଯାଏଁ ତୋ ଦେହରେ,

ସେମାନଙ୍କ ଶବ୍ଦରେ ଭାରକ୍ରାନ୍ତ ତୁ

ତୁ ନୀରବ ଓ ଶାନ୍ତ ।

ସାମ୍ନା କର ସେମାନଙ୍କୁ,

ଯନ୍ତ୍ରଣାର ସିଢି ଦେଇ ଏମିତି ଚଢ ଯେ,

ଭାଙ୍ଗିଯିବା ପରେ ଝପଟି

ଉଡିବୁ ।

ଜୀବନର ଲକ୍ଷ୍ୟ

ପୁଣି ଅସମାପ୍ତ ରାସ୍ତାରେ ପହଞ୍ଚିଯିବା,

କେତେ ଅଘଟଣ , ମୃତ୍ୟୁ ଜନ୍ମ ପରେ

ସେମିତି ପଡି ରହିବା ।

ଦେଖି ଦେଖି ଚାଲ,

ଆକାଶରେ ଭାରି ଭିଡ

ମାଟିର ରାସ୍ତା ଫାଙ୍କ ଫାଙ୍କ ।


Rate this content
Log in