Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyoti Ranjan Mishra

Romance Fantasy

3  

Jyoti Ranjan Mishra

Romance Fantasy

ପ୍ରିୟତମା ମୋର

ପ୍ରିୟତମା ମୋର

1 min
165


ପ୍ରିୟତମା, 

ମୋର ଆହା କି ସୁନ୍ଦର 

ଚାହିଁବ ତୁମକୁ ଯିଏ

ପ୍ରଥମ ଦେଖାରେ ଭଲ ପାଇଯିବ 

ମୁଁ ଏହି କଥା କୁହେ ।


ପ୍ରିୟତମା

ତୁମ ରାଜହଂସି ଚାଲି 

ମନ ଆକାଶର ଗୁଡି 

ମଝିରେ ମଝିରେ ମିଛ କହି ତୁମେ

ମତେ ଚାଲି ଯାଅ ଛାଡ଼ି ।


ପ୍ରିୟତମା,

ତୁମେ ଭାରି ସରଳିଆ 

କରୁଛ କାହିଁକି ଲାଜ୍ଜ

ପାଖକୁ ଡାକିଲେ ହସିକି କହୁଛ

ହେଇନି ମୁଁ ଆଜି ସଜ ।


ପ୍ରିୟତମା,

ତୁମ ଗୋରାଗୋରା ଗାଲ 

ବାସୁଛି ମଲ୍ଲି ଅତର

ସେହି ଗୋରା ଗାଲେ ହାତ ମାରିବାକୁ 

ଦେଉନ ଟିକେ ଉତ୍ତର 



Rate this content
Log in