ପ୍ରିୟା
ପ୍ରିୟା
ଓଷା ବାର ବ୍ରତ
ଚୁଲୀକୁ ଗଲାଣି
ଲୋଡ଼ା ନାହିଁ ଦେବ ପୂଜା
ଅନିନ୍ଦ୍ୟ ସୁନ୍ଦରୀ
ମରେ ଝୁରି ଝୁରି
ସହି ନପାରନ୍ତି ଲଜ୍ଜା ।
ନିଜେ ନିଜକୁ କରନ୍ତି ନିନ୍ଦା
ସକାଳ କୁସୁମେ ସକଳ ଯାତନା
ଖୋଜନ୍ତି ରଜନୀଗନ୍ଧା ।
କରି ଗଙ୍ଗଶିଉଳି ରେ ପ୍ରୀତି
ମିଶି ମାଗନ୍ତି ତୁମଠୁଁ ମୁକ୍ତି
ହେ..ମନ ମୋହିନୀ ଅଳକା ନନ୍ଦିନୀ
ତୁମେ ଗୋ ଲାବଣ୍ୟବତୀ
କୁହ ପାଇବିକି ତୁମ ପ୍ରୀତି ?
ପ୍ରିୟା...........।