Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance

3  

Santosh Kumar Ojha

Romance

ପ୍ରିୟା-୫୦

ପ୍ରିୟା-୫୦

1 min
187


ଶୁଣିଥିଲି ପ୍ରିୟା

ଲୋକେ କହୁ ଥିଲେ

ନାରୀ ଅନ୍ୟ ନାମ ଈର୍ଷା 

ସେଥିପାଇଁ କିବା

ଈର୍ଷାରେ ଜଳି

ଝରି ଝରି ଯାଏ ବର୍ଷା ?

ତମେ ତା'ଠୁ ସୁନ୍ଦରୀ ବୋଲି 

କ୍ରୋଧରେ ଜଳନ୍ତି

ଶଚ୍ଚି  ଶଚ୍ଚିପତି

ଆକାଶଟା ସାରା ନାଲି ।

ରାଜକନ୍ୟା ବୋଲି

ଅଣ୍ଟାରେ ବାନ୍ଧିଛି

ବିଜୁଳିକୁ କରି ମେଖଳା

ହୀରାରେ ଖଚିତ

ଅଣ୍ଟାସୂତା ତୁମ

ହୁଏ ନାହିଁ କେବେ ମଉଳା

ନୂପୁର ତୁମର ଶୁଭେ ରୁଣୁଝୁଣୁ

ବର୍ଷା ଟୋପା ଲାଗେ ବେସୁରା

ସିଏ କହି ହୁଏ ରୂପବତୀ ବୋଲି

ତୁମେ ତ ରୂପର ପସରା

ତୁମେ ଅସୁମାରି ସୁକୁମାରୀ

କୁହ ତୁମକୁ ପାଇବି କିପରି ?

ପ୍ରିୟା..........



Rate this content
Log in