Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryakanta parida

Fantasy Others

3  

Suryakanta parida

Fantasy Others

ପ୍ରିତୀର ତାତି

ପ୍ରିତୀର ତାତି

1 min
200


    

   ପ୍ରିତୀ ର ଫୁଲ ଝରିଗଲା !

   କେଉଁ ଏକ ଅଜ୍ଞାତ ବନସ୍ତରେ !

   ତମେ ହଜିଗଲ କେଉଁ ଏକ !

    ଅଜଣା କୁହୁକ ନଗରେ !

    ମନ ରେ ଅସୁମାରୀ ଆଶା !

 ତମକୁ ଦେଖିବି ମୁଁ ମନ ଭରି ଥରେ !

 ସପ୍ନରେ ହେଉ ପଛେ ଦେଖା ଦିଅ ଥରେ !

 ମିଛରେ ହେଉ ହେଲେ ଭଲ ପାଅ ଥରେ !

     ଏ ତ ପ୍ରିତୀର ତାତି !

   ଆଉ ପ୍ରେମ ରେ ଅମାବାସ୍ୟା ରାତି !

     


Rate this content
Log in

Similar oriya poem from Fantasy