Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Romance Tragedy Others

0  

Ram Prasad Bisoi

Romance Tragedy Others

ପ୍ରୀତିମୈନା-୫

ପ୍ରୀତିମୈନା-୫

1 min
88


ଚାନ୍ଦ ହସୁଛି,

ସେ ଦିନ ବି ହସୁଥିଲା 

ଆକାଶରେ 

ନଡିଆ ଗଛର ବାହୁଙ୍ଗା କଡେ ରହି

ଆଜି ବି ସେଦିନ ବି ଥିଲା ଶରତପୂର୍ଣ୍ଣିମା 

ଖାଲି 

ତଫାତ ଏତକ,

ସେଦିନ 

ତୁମେ କହିଥିଲ

ପ୍ରେମ ମାଗେ 

ତ୍ୟାଗ ଓ ବଳିଦାନ,

ଫେରି ଆସିଲି ପଛକୁ ନ ଚାହିଁ ଏ ଯାବତ

ଆଜି କିନ୍ତୁ

ଚାନ୍ଦର ଶୀତଳଛାୟା ତଳେ ରହି ଜଳୁଛି 

ଅହରହ,

ପ୍ରୀତିମୈନା

ତୁମ ପ୍ରେମରେ ସବୁରାତି

ଚାନ୍ଦକୁ ଦେଖି!

©®କାଶ୍ୟପ

ରାୟଗଡା ।


Rate this content
Log in

Similar oriya poem from Romance