Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

KAMALKUMAR DASH

Tragedy


2  

KAMALKUMAR DASH

Tragedy


ପ୍ରୀତି ଶେଫାଳି ଗୋ

ପ୍ରୀତି ଶେଫାଳି ଗୋ

1 min 21 1 min 21


ପ୍ରୀତି ଶେଫାଳି ଗୋ ସ୍ମୃତି ତୁମ ଆଜି

ଅତୀତ ଦିନର ଖୁସି

ଗତ ଯଉବନ ପ୍ରୀତି ପସରାର

ପ୍ରତିଲିପି ସବୁ ବlସି (୧)

ତୁମରି ପ୍ରୀତିର ଦଂଶନରେ ଆଜି

ଆଖିତଳେ କଳା ଗାର

ଭଙ୍ଗା ମୋ ଦେଉଳ ଭଙ୍ଗା ମୁଖଶାଳା

ଜୀବନ ମୋ କାରାଗାର (୨)

ଜାଣିଚି କେବେବି ଫେରିବନି ଆଉ

ତୁମେ ଜୀବନ ରେ ମୋର

ତଥାପି କାହିଁକି ବୁଝୁନି ମୋ ମନ

ଝୁରେ ତୁମେ ବାରମ୍ବାର (୩)

ଫେର କି ନଫେର ଜୀବନରେ କେବେ

ରହିବ ମୋ ହୃଦୟରେ

ଦେଖା ହେଲେ କେବେ ପଚାରି ବୁଝିବି

କାହିଁ ଚାଲି ଗଲ ଦୂରେ (୪)



Rate this content
Log in

More oriya poem from KAMALKUMAR DASH

Similar oriya poem from Tragedy