STORYMIRROR

Hrushikesh Satpathy

Romance

2  

Hrushikesh Satpathy

Romance

ପ୍ରୀତି ହସ

ପ୍ରୀତି ହସ

1 min
13.8K


କାହାପାଇଁ ତୁମେ କି ରୂପ ନେଇଛ

ମୋହର କିି ଯାଏ ଆସେ।

ମୋ ପାଇଁ ତ ତୁମେ ସରଗ ସପନ

ପୀରତିର ରୂପ ହସେ।

ସାଗର ଗର୍ଭରୁ ଶାମୁକା ଗୋଟାଇ

ତୁମରି ସପନ ସଜେଇ ଥିଲି।

ତୁମେ ହୀରା ହେଲ ଶାମୁୁୁକା ହାରିିଲା

ତୁମ ସୁବାସରେ ମୁଁଁ ମହକିଲି।


Rate this content
Log in

Similar oriya poem from Romance