Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract

3  

kahnu charan sahu

Abstract

ପରିଚୟ

ପରିଚୟ

1 min
195


 


ସବୁ କର୍ମର ଫଳ 

ସଫଳତା ଛୁଏଁ ନାହିଁ 

ଆଶା ଆଉ ଆଶଙ୍କା ମଧ୍ୟରେ

ନିଜତ୍ଵକୁ ଚାପିଦେଇ ।


ଚାରିକାନ୍ଥ ଆବଦ୍ଧରେ

ସଙ୍ଘର୍ଷ କରୁଥିବା ମଣିଷ

ଭାଗ୍ୟକୁ ଭାବନାରେ 

ଯନ୍ତ୍ରଣାକୁ ଛାତିରେ ଲିପିବଦ୍ଧ କରି

ଝାଳ ନାଳ ହେବା ସତ୍ତ୍ୱେ

ତା' ଜୀବନ ଅନ୍ଧକାର ।


ଛପର କଣାରୁ 

ପୃଥିବୀକୁ ଦେଖିବାରେ

ଯେତେକ ଯନ୍ତ୍ରଣା 

ଆପଣାର କରିବାକୁ ପଡେ,

ସେ ସବୁ ଦୁନିଆ ଆଗରେ

ସମାଧିସ୍ଥ ପରିଚୟ ସୃଷ୍ଟିକରେ । 


Rate this content
Log in

Similar oriya poem from Abstract