Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

kahnu charan sahu

Abstract


3  

kahnu charan sahu

Abstract


ପରିଚୟ

ପରିଚୟ

1 min 176 1 min 176

 


ସବୁ କର୍ମର ଫଳ 

ସଫଳତା ଛୁଏଁ ନାହିଁ 

ଆଶା ଆଉ ଆଶଙ୍କା ମଧ୍ୟରେ

ନିଜତ୍ଵକୁ ଚାପିଦେଇ ।


ଚାରିକାନ୍ଥ ଆବଦ୍ଧରେ

ସଙ୍ଘର୍ଷ କରୁଥିବା ମଣିଷ

ଭାଗ୍ୟକୁ ଭାବନାରେ 

ଯନ୍ତ୍ରଣାକୁ ଛାତିରେ ଲିପିବଦ୍ଧ କରି

ଝାଳ ନାଳ ହେବା ସତ୍ତ୍ୱେ

ତା' ଜୀବନ ଅନ୍ଧକାର ।


ଛପର କଣାରୁ 

ପୃଥିବୀକୁ ଦେଖିବାରେ

ଯେତେକ ଯନ୍ତ୍ରଣା 

ଆପଣାର କରିବାକୁ ପଡେ,

ସେ ସବୁ ଦୁନିଆ ଆଗରେ

ସମାଧିସ୍ଥ ପରିଚୟ ସୃଷ୍ଟିକରେ । 


Rate this content
Log in

More oriya poem from kahnu charan sahu

Similar oriya poem from Abstract