Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Fantasy Others Children

3  

Akshayakumar Dash

Fantasy Others Children

ପରିବେଶ

ପରିବେଶ

1 min
201


ଭୂମି ଆମର ମାଆ          

ସୁଖ ଦୁଃଖ ରେ ସାଆ ।


ମାଟିରୁ ଜାତ ଗଛ

ବାନ୍ଧବ ଆମ ପଛ ।


ସହି ବରଷା ଖରା

ସବୁଜ ରଖେ ଧରା ।


ବରଷା ଆସେ ଧାଇଁ

ପବନ ସାଇଁ ସାଇଁ ।


ଯୋଗାଏ ଫଳମୂଳ

କେନୁହେଁ ତା ତୁଲ ।


ପନି ପରିବା ଭାର

ପତର ଶାଗ ତାର ।


ଯୋଗଉଥାଏ ରହି

କଷଣ ଜାଙ୍କ ସହି ।


ପବନ ପାଣି ପରି

ଆମର ହିତ ବରି ।


ପୁଅରେ ପାଖୁ ଆ

ଗଛ ଲଗେଇ ଜା ।


ପୃଥିବୀ ମାତା ପୂଜା

ଗଛ ଲଗେଇ ସଜା ।


ସବୁଜ ରଙ୍ଗ ଭରା

ହସିବ ମାତା ଧରା ।


ବରଷା ଶୀତ ତାତି

ଫୁଲେଇ ଯିବା ଛାତି ।


ଦାରୁ ଦେବତା ଆଗେ

ପୃଥିବୀ ମାତା ଜାଗେ ।     


Rate this content
Log in