ପ୍ରେମର ନିଶା
ପ୍ରେମର ନିଶା
ସତ ଯିଏ କହେ ତାକୁ ପ୍ରେମ କରେ
ମିଛ କହିଲେ ତ କରେ ଅଧିକ
ସତିଆଙ୍କୁ ଭାବେ ଅଳପ ଅଳପ
ମିଛୁଆଙ୍କୁ ବେଶୀ ଏହି ଫରକ
କେତେ ମୁଁ ସଫଳ ଅଥବା ବିଫଳ
ଠିକ୍ କରେ ଅବା ଭୁଲ କରଇ
ନିଜେ ମୁଁ ଜାଣେନା କହିଲେ ବୁଝେନା
ପ୍ରେମର ନିଶାରେ ଡୁବି ମରଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ସତ ଯିଏ କହେ ତାକୁ ପ୍ରେମ କରେ
ମିଛ କହିଲେ ତ କରେ ଅଧିକ
ସତିଆଙ୍କୁ ଭାବେ ଅଳପ ଅଳପ
ମିଛୁଆଙ୍କୁ ବେଶୀ ଏହି ଫରକ
କେତେ ମୁଁ ସଫଳ ଅଥବା ବିଫଳ
ଠିକ୍ କରେ ଅବା ଭୁଲ କରଇ
ନିଜେ ମୁଁ ଜାଣେନା କହିଲେ ବୁଝେନା
ପ୍ରେମର ନିଶାରେ ଡୁବି ମରଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)