ପ୍ରେମର ଅଭିଜ୍ଞତା
ପ୍ରେମର ଅଭିଜ୍ଞତା
1 min
17
ମୃତ୍ୟୁ ବି ହାତ ଠାରି ଡାକେ
ଆଉ ତମ ପ୍ରୀତି ବି!
ସବୁ ଆଡେ ଖାଁ ଖାଁ ଶୂନ୍ୟତା
ମଶାଣୀର ନୀରବତା!
ପ୍ରେମ ଯନ୍ତ୍ରଣା ମୃଦୁ ସ୍ପର୍ଶ ତମେ
ପ୍ରତାରଣାର ବିଧାତା!
ଦୃଦୟରେ ନୀରବତା ମୁଁ ଆଜି ଏକା
ତମେ ଏ ଯନ୍ତ୍ରଣାର ଜନ୍ମଦାତା !
ତମକୁ ଭଲ ପାଇବାର ଏ ମୋର
ପ୍ରଥମ ଅଭିଜ୍ଞତା!