ପ୍ରେମ
ପ୍ରେମ
1 min
146
ଉଷ୍ଣତା ଦେଇ ଆର୍ଦତାରେ ଭିଜାଏ,,
ଉଜାଣି ବୃକ୍ଷରୁ ସ୍ମୃତି ଶେଫାଳି ଝରାଏ,,
ସୁଧରିଆ ମନକୁ ଚହଲାଇ ଝଡ଼ର ଇଗଲ ଉଡାଏ,,
କାନିରେ ଶେଫାଳି ଗୋଟାଇ ନିଆଁ ପୁଆଁଏ,,
ଅଣ୍ଟି ନିଆଁରେ ନ ପୋଡି କରକା ପାଲଟୁ ଥାଏ।।