Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Romance

3  

Brundabana Pradhan

Romance

ପ୍ରେମ

ପ୍ରେମ

1 min
124


କେବଳ ମୁଁ ଏକା 

ଘାଣ୍ଟି ଚକଟି ହେଉଥାଏ 

ଫେସବୁକରେ ହ୍ୱାଟସ ଆପରେ

ଆଦି ଗଣ ମାଧ୍ୟମରେ। 

ଖୋଜିବୁଲୁଥାଏ ଦିନରାତି

ମନରେ ପ୍ରାଣରେ ଭୂମିରେ

ଭୁମାରେ କ୍ଷଣରେ ପ୍ରତିକ୍ଷଣରେ 

ସଭାରେ ସମିତିରେ ।

ଜାଣେ ନା ମୁଁ ତାର 

ପ୍ରତିଟି ସ୍ପର୍ଶ ଏମିତି 

ଆକର୍ଷିତ କରେ ପ୍ରତିଟି 

ମୁହୂର୍ତ୍ତରେ। 

ଏ କି ସେ ଅକୁହା ପ୍ରେମ 

ଜାଣିପାରେନି ମୁଁ କେବଳ 

ହଜିଯାଏ ତାର 

ପ୍ରେମ ରାଇଜରେ। 



Rate this content
Log in

Similar oriya poem from Romance