Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Tragedy

3  

Binata Mohanta

Tragedy

ପ୍ରେମ ଓ ବିଚ୍ଛେଦ

ପ୍ରେମ ଓ ବିଚ୍ଛେଦ

1 min
117


କେବେ ମୁଁ ଦେଖେ ନିଜକୁ

ପୁଣି ଚତୁର୍ଦ୍ଦିଗେ ଖୋଜେ ତୁମକୁ

ଆଉ ଭାବେ, ମୁଁ ଯେମିତି ଅଛି

କାହିଁକି ଏମିତି ଅଛି?

ଆଖିରେ ତ ଲୁହ ନାହିଁ ପୋଛି ବାକୁ 

ଶଦ୍ଦ ମୁଖେ ନାହିଁ କହିବାକୁ 

ଜୀବନର ପୃଷ୍ଠା ବସେ ଯେବେ ଖୋଲି

ଦେଖେ ଶୂନ୍ୟ ହାତ ପାପୁଲି

ଦେଖିଥିଲି ସ୍ବପ୍ନ ତୁମ ହୃଦୟରେ ହଜିବାକୁ

ରୁଷିଯାଇ ପଛାଇ ନଥିଲ ଦୋଷ ଦେବାକୁ

ବାୟା ବସାଟିଏ ଆମ ପ୍ରେମ ହୋଇଲା

ଗୋଟିଏ ବତାସରେ ଉଜୁଡି ଗଲା  ।।


Rate this content
Log in