Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Abstract

3  

Suresh chandra Padhy

Abstract

ପ୍ରେମ ମନ୍ଦିର

ପ୍ରେମ ମନ୍ଦିର

1 min
153



ପ୍ରେମ ମନ୍ଦିରରେ ମୁଁ ପୂଜାରୀ ହୋଇଛି

ପ୍ରେମକୁ ମୁଁ ନୀତି ପୂଜା କରୁଛି

ହୃଦୟକୁ ମୋର ପ୍ରେମ ମନ୍ଦିର କରିଛି

ପ୍ରେମ ମନ୍ଦିରରେ ଠାକୁରଙ୍କୁ ବସାଇଛି

ପ୍ରେମ ମନ୍ଦିର ମୋ ମହମହ ବାସୁଛି

ପ୍ରେମ ଫୁଲ ଦେଇ ଠାକୁରଙ୍କୁ ପୁଜୁଛି

ପ୍ରେମ ହିଁ ସତ୍ୟ ଶିବ ସୁନ୍ଦର ଜାଣିଛି

ପ୍ରେମରେ ଅପୂର୍ଵ ଆନନ୍ଦ ପାଉଛି

ପ୍ରେମ ମନ୍ଦିରରେ ଯିଏ ପଶିଛି

ସବୁ ଶତ୍ରୁ ମିତ୍ର ସେ ଭୁଲି ଯାଇଛି

ପ୍ରେମ ମନ୍ଦିର ମୋ ଖୋଲି ରଖିଛି

ଭାବର ଜଳରେ ପବିତ୍ର ହେଉଛି

ପ୍ରେମ ମନ୍ଦିର ମନ ମୋ ହୋଇଛି

ଜଗତରେ ସଭିଙ୍କୁ ପ୍ରେମ ମୁଁ କରୁଛି

ସବୁ ବିକାରରୁ ମୁଁ ମୁକ୍ତ ହୋଇଛି

ପ୍ରେମ ମନ୍ଦିରରେ ଶାନ୍ତି ମୁଁ ପାଉଛି

ପ୍ରେମ ମୋତେ ମୁକ୍ତି ଦେଉଛି

ପ୍ରେମ ମନ୍ଦିରରେ ନିଜକୁ ରଖିଛି।


Rate this content
Log in

Similar oriya poem from Abstract