STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପ୍ରଭୁ ତୁମେ ଏକ ଶାସ୍ତ୍ର,,,,,,,,

ପ୍ରଭୁ ତୁମେ ଏକ ଶାସ୍ତ୍ର,,,,,,,,

1 min
190



ପ୍ରଭୁ ତୁମେ ନିତ୍ୟ ସତ୍ୟ

 ଜୀବନ୍ତ ପବିତ୍ର ଅନନ୍ତ

ଏକ ଅମିମାଶୀଂତ 

  ପ୍ରୟାଗ ତୀର୍ଥ 

ଶାସ୍ତ୍ର ଏକ ଅମୃତର ଧାର

ତୁମ ପୟରୁ ଗୀତା ଭାଗବତ

ପୂଣ୍ୟ ଶ୍ଳୋକ ରାମାୟଣ

ମହାଭାରତ ରସୃଷ୍ଟି

ଧର୍ମ କର୍ମ ତୁମରି ଠାରୁ

ଆରମ୍ଭ ତୁମରି ଚରଣ ତଳେ

ଜଗତ ଆଶ୍ରିତ ତୁମରି 

ଠାରୁ ସୃଷ୍ଟି ପ୍ରାରମ୍ଭ

ତୁମରି ଠାରେ ଅନ୍ତ

ଜୀବନର ନାଟ୍ଯକାର ତୁମେ

ସୂତ୍ର ଧର ଚନ୍ଦ୍ର ସୂର୍ଯ୍ୟ

ତୁମରି ଆହ୍ବାନ ରେ

ଆତଯାତ ତୁମରି ଚରଣ

ସ୍ପର୍ଶ କରି ଆରମ୍ଭ ହୁଏ

   ଜୀବନ 

ତୁମେ ଆତ୍ମିୟ ସ୍ବଛ୍ଛନ୍ଦରେ

ବାହି ନିଅ ମୋ ଜୀବନ


  









Rate this content
Log in

Similar oriya poem from Inspirational