STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ପ୍ରବାଦ ପୁରୁଷ

ପ୍ରବାଦ ପୁରୁଷ

1 min
148



ମାଟିପୁତ୍ର ତୁମେ ବିଦେଶର 

ଇଣ୍ଡୋନେସିଆ ଭୂମିପୁତ୍ର 

ଉଦ୍ଧାରିଲ ସୁକର୍ଣ୍ଣଙ୍କୁ ରଖି ଟେକ 

ଉତ୍କଳପୁତ୍ର 

ଦେଶ ମାଆ ମାଟି ପାଇଁ କାନ୍ଦୁଥିଲ 

ମାଟିସୁପୁତ୍ର 

ସ୍ୱାଧୀନତା ସଂଗ୍ରାମେ ଝାସ ଦେଇ 

ଯନ୍ତ୍ରଣା ଜର୍ଜ୍ଜରିତ 

ଜନନେତା ତୁମେ ଦେଇ ସୁଶାସନ 

କଳିଙ୍ଗର ବରପୁତ୍ର 

ଉତ୍କଳମାତାର ସ୍ୱାଭିମାନ ପାଇଁ 

ଥିଲା ସ୍ବାଧୀନତା ବ୍ରତ 

ଶ୍ରଦ୍ଧାଞ୍ଜିଳି ସୁମନ ଆଜି ଜୟନ୍ତୀରେ 

ଦୂରେଇ ଜୀବନରୁ କାଳରାତ୍ର 

ଚାଲିଗଲ ସ୍ୱର୍ଗ ପୁରେ ମାଆ ମାଟି ଝୁରେ 

ପବିତ୍ର ମାଟିର ପୁତ୍ର 

ଯେତେ ଯିଏ ଥାଉ ମାଆ ଖୋଜି ହୁଏ 

କାହିଁ ଗଲା ମୋ ପୁତ୍ର 

ମୋ ମରମ କଥା ଜାଣିପାରୁଥିଲା 

ଝୁରେ ତାକୁ ଜଗତ 

କିଏ ସେ କହିବ ପୁଣି ଫେରିବ 

ହାତେ ନେଇ ଆଶୀର୍ବାଦ ପାତ୍ର 

କରିଯିବ କିଛି ବରି କାରାବାସ ସେତ 

ପ୍ରାରବ୍ଧ ଏଡେଇ ଆରବ୍ଧ କରିବ ନିଶ୍ଚିନ୍ତ


Rate this content
Log in

Similar oriya poem from Action