Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Reeta aparajeeta Mohanty

Inspirational


4.0  

Reeta aparajeeta Mohanty

Inspirational


ପ୍ରାର୍ଥନା

ପ୍ରାର୍ଥନା

1 min 223 1 min 223

ଅନେକ ହତାଶl -ନିରାଶା

ଅଛି ଏଇ ଜୀବନରେ ପ୍ରଭୁ।

ହେଲେ କେମିତି କରିବି 

ପ୍ରାର୍ଥନା ତୁମେ କୁହ

ଗୁହାରି କରି ଆସେନି 

ପ୍ରlର୍ଥନl କରି ଆସେନି

ସେଇ କଥାର ତୁମେ 

ସୁଯୋଗ ନେଉଛ

ଜୀବନର କେବଳ 

ଏତିକି ପ୍ରlର୍ଥନl

ତୁମେ ମତେ ଅନ୍ତିମ ସମୟରେ

ତୁମ ପାଦ ତଳର 

ଆଙ୍ଗୁଠି ସନ୍ଧିରେ ଟିକେ ଜାଗl

ଟିକେ ଦେବ।

ଭlବୁଛି ଏଇ ଛୋଟ କଥାର 

ମାନ ତୁମେ ନିଶ୍ଚୟ ରଖିବ।



Rate this content
Log in

More oriya poem from Reeta aparajeeta Mohanty

Similar oriya poem from Inspirational