Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Reeta aparajeeta Mohanty

Inspirational

4.0  

Reeta aparajeeta Mohanty

Inspirational

ପ୍ରାର୍ଥନା

ପ୍ରାର୍ଥନା

1 min
230


ଅନେକ ହତାଶl -ନିରାଶା

ଅଛି ଏଇ ଜୀବନରେ ପ୍ରଭୁ।

ହେଲେ କେମିତି କରିବି 

ପ୍ରାର୍ଥନା ତୁମେ କୁହ

ଗୁହାରି କରି ଆସେନି 

ପ୍ରlର୍ଥନl କରି ଆସେନି

ସେଇ କଥାର ତୁମେ 

ସୁଯୋଗ ନେଉଛ

ଜୀବନର କେବଳ 

ଏତିକି ପ୍ରlର୍ଥନl

ତୁମେ ମତେ ଅନ୍ତିମ ସମୟରେ

ତୁମ ପାଦ ତଳର 

ଆଙ୍ଗୁଠି ସନ୍ଧିରେ ଟିକେ ଜାଗl

ଟିକେ ଦେବ।

ଭlବୁଛି ଏଇ ଛୋଟ କଥାର 

ମାନ ତୁମେ ନିଶ୍ଚୟ ରଖିବ।



Rate this content
Log in

Similar oriya poem from Inspirational