Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ପଞ୍ଚସୁତ୍ରୀ

ପଞ୍ଚସୁତ୍ରୀ

1 min
153



ପାଞ୍ଚ ମନ ଏକ କରି

ପରିବାର ଚଲେଇବା କଷ୍ଟ

ସଂସ୍ଥା ନୌକରି ପେଷାରୁ ସ୍ପଷ୍ଟ

ଦେଶ ଜାତି ଏକାଠି କରି

ଆଣିଥିଲେ ସ୍ବାଧୀନତା ଗାନ୍ଧୀ

ସେହି ସ୍ମୃତି ନୂଆରୂପେ ଜି ଟ୍ୱେଣ୍ଟି

ଭାରତୀୟ ଗଣତନ୍ତ୍ର ନୀତି

ତ୍ରିରଙ୍ଗାର ଶାନ୍ତି ପ୍ରୀତି ମୈତ୍ରୀ

ଦେଶରୁ ଦେଶ ସମସ୍ତେ ଯଦି ପାଳନ୍ତି

ପଞ୍ଚସୁତ୍ରୀ ହେବ ପଞ୍ଚାମୃତ ଝଟତି

ରାମ ରାଜ୍ୟ ଆସିବାକୁ ନାହିଁ ଡେରି

ଜାତି ଜାତି ଦେଶ ଦେଶ ଡାକେ ଓଁ ସ୍ମରି

ସନ୍ତ୍ରାସ ଆତଙ୍କ ଷଡଯନ୍ତ୍ର ବିଲୁପ୍ତି

ନାରୀ ସମ୍ମାନ ଅଗ୍ରଗତି

ସଂହତି ଏକାନ୍ତ ଜାତୀୟତା ପ୍ରୀତି

ଏସବୁ ତ ମଣିଷର ମଣିଷପଣିଆ

ଦୈବ ଦୁର୍ବିପାକ ପାଇଁ ରୁଦ୍ରାକ୍ଷ ଜପି ନୀତି

ଭାରତ ଦିଲ୍ଲୀରେ ଦିଲ ଦେଇ ଆଣେ ଜାଗୃତି ।


Rate this content
Log in