Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Classics

3  

Suresh chandra Padhy

Classics

ପହିଲି ରଜ

ପହିଲି ରଜ

1 min
199



ପହିଲି ରଜରେ ଗାଁ ଆଜି ଖୁସିରେ ନାଚୁଛି

ଆମ ଗାଁ ଦାଣ୍ଡ ସରଗ ପୁର ପରି ଲାଗୁଛି

ଘରେ ଘରେ ଝିଅ ବୋହୁ ହେଲେ ସଜ ବାଜ

ଦୋଳି ଖେଳିବେ ଅଳତା ଲଗାଇବେ ଆଜି ଆସିଛି ରଜ

ମିଠା ପାନ ଖାଇବାକୁ ସଭିଙ୍କ ମନ ହୋଇଲା

ପ୍ରତି ଘରେ ପିଠା ମିଠାର ମହକ ବାସିଲା

ରଜ ରାଣୀ ହୋଇ ଝିଅଟିଏ ହସୁଛି

ରଜର ରାଜା ଆମ ଭାଇଟିଏ ହୋଇଛି

ଗାଁ ଗାଁରେ ଦୋଳି ଖେଳ ହେଉଛି

ସବୁ କାମ ଭୁଲି ଝିଅଟିଏ ରଜ ପାଳୁଛି

ପହିଲି ରଜ ରେ ଆସ ମଜା କରିବା 

ଆମ ପରମ୍ପରା ଆମ ସଂସ୍କୃତିକୁ କେବେ ଭୁଲି ନ ଯିବା ।



Rate this content
Log in

Similar oriya poem from Classics